Download Now Banner

This browser does not support the video element.

ଫୁଲବାଣୀ ସହର: ବାଇକ ର ଆବଶ୍ୟକୀୟ କାଗଜପତ୍ର ନ ଥିବା,ହେଲମେଟ ବ୍ୟବହାର କରି ନ ଥିବା ଯୋଙ୍ଗୁ ରାଇକିଆ ସହର ରୁ ପୋଲିସ ଦୁଇ ଜଣ ଙ୍କୁ ଧରିଅଛି

Phulabani Town, Kandhamal | Aug 26, 2025
ବାଇକ ର ଆବଶ୍ୟକୀୟ କାଗଜପତ୍ର ନ ଥିବା,ହେଲମେଟ ବ୍ୟବହାର କରି ନ ଥିବା , ଅଧିକ ସଂଖ୍ୟକ ଲୋକ ବସିଥିବା ଏପରି ଅଭିଯୋଗ କ୍ରମେ ରାଇକିଆ ସହର ରୁ ପୋଲିସ ତିନି ଜଣଙ୍କୁ ଧରିବା ସହ ପୃଥକ ପୃଥକ ଭାବରେ ତିନୋଟି ମାମଲା ରୁଜୁ ହୋଇଅଛି. ଏ ନେଇ ଥାନାରେ 187,188ରେ ତିନୋଟି ମାମଲା ରୁଜୁ ହୋଇଥିବାର ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି.
Read More News
T & CPrivacy PolicyContact Us