Download Now Banner

This browser does not support the video element.

ନିମାପଡା: ଗୋପକୁ ଏନ୍ ଏସି ମାନ୍ୟତା ଦାବିରେ ଗୋପ ବିଜେଡି ପକ୍ଷରୁ ବ୍ଲକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର

Nimapada, Puri | Sep 2, 2025
ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପକୁ ଏନ୍ ଏସି ମାନ୍ୟତା ଦାବିରେ ଗୋପ ବିଜେଡି ପକ୍ଷରୁ ଆଜି ମଧ୍ୟାହ୍ନ ୧୨ଟାରେ ଗୋପ ବ୍ଲକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଗୋପ ପଞ୍ଚାୟତ ବିଜେଡି ସଭାପତି ତ୍ରିଲୋଚନ ସାହୁଙ୍କ ନେତୃତ୍ୱରେ ରାଜ୍ୟ ବିଜେଡି ମହିଳା ସଂପାଦିକା କସ୍ତୁରୀ ବାଳା ସ୍ଵାଇଁ, ପୁର୍ବତନ ବ୍ଲକ୍ ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ବନ୍ତଳି ଗାଁ ପଞ୍ଚାୟତ ସରପଞ୍ଚ ମହେଶ୍ୱର ସ୍ଵାଇଁ ପ୍ରାମୁଖଙ୍କ ଶହ ଶତାଧିକ ଦଳୀୟ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
Read More News
T & CPrivacy PolicyContact Us