This browser does not support the video element.
ଫୁଲବାଣୀ ସହର: ଫିରିଙ୍ଗିଆ ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାଯ୍ୟକ୍ରମ ଅନୁଷ୍ଠିତ,
Phulabani Town, Kandhamal | Sep 8, 2025
ଫିରିଙ୍ଗିଆ ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାଯ୍ୟକ୍ରମ ଅନୁଷ୍ଠିତ, ଏହି କାଯ୍ୟ ଟି ସମବାର ଦିନ 11ଘଣ୍ଟିକା ରୁ ଆରମ୍ଭ ହଇ ଅପରାହ୍ନ 3ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା, କାଯ୍ୟକ୍ରମ ରେ କନ୍ଧମାଳ SP IPSହରିଶି ବିଶି, ପିଡି ଷମ୍ଭୁନାଥ ନନ୍ଦି, ADM ରମେଶ ଚନ୍ଦ୍ର ଜେନା ଓ ଉପଜିଲ୍ଲାପାଳ ଭିକାରୀ ସାହୁ , B D O ଫିରିଙ୍ଗିଆ ଅନୁପ ଅଭିଷେକ ବେହେରା ଉପସ୍ଥିତ ରହି ଜନସାଧାରଣ ଙ୍କ ଅଭିଯୋଗ ଶୁଣିଛନ୍ତି, ଆଜିର ଏହି ଅଭିଯୋଗ ଶୁଣାଣି ରେ 72ଟି ଅଭିଯୋଗ ଶୁଣିଥିବା ଦେଖିବାକୁ ମିଳିଛି