This browser does not support the video element.
ଖୋର୍ଦ୍ଧା: ଟାଙ୍ଗୀକୁ ଏନଏସି ଘୋଷଣା ପାଇଁ ମଧୁମଙ୍ଗଳ ପଡିଆରୁ ପ୍ରତିବାଦ ଶୋଭାଯାତ୍ରା ଓ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ
Khordha, Khordha | Aug 25, 2025
ଟାଙ୍ଗୀକୁ ଏନଏସି ଘୋଷଣା ପାଇଁ ଜନ ଆନ୍ଦୋଳନ ଆରମ୍ଭ ହୋଇଛି । ବିଜୁ ଜନତା ଦଳ ପକ୍ଷରୁ ଆଜି ଆନ୍ଦୋଳନ କରାଯାଇଛି । ବିରାଟ ଶୋଭାଯାତ୍ରାରେ ବିଜୁ ଜନତା ଦଳ ପକ୍ଷରୁ ମଧୁମଙ୍ଗଳ ପଡିଆ ଠାରୁ ବାହାରି ଟାଙ୍ଗୀ ଅଞ୍ଚଳ ସରକାରଙ୍କ ବିରୋଧରେ ନାରାବାଜି କରି ପରିକ୍ରମା କରିବା ପରେ ଟାଙ୍ଗୀ ବ୍ଲକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଟାଙ୍ଗୀ ଅଞ୍ଚଳକୁ ସହରାଞ୍ଚଳ ବା ଏନଏସି ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଟାଙ୍ଗୀ ବିଡ଼ିଓ ରୁମାନା ଜାଫର ଙ୍କୁ ବିଜେଡ଼ି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।