Install App
arunkshadangi40
This browser does not support the video element.
ଫୁଲବାଣୀ ସହର: 2018 ମସିହା ରେ ଜି ଉଦୟଗିରି ଅଞ୍ଚଳ ରେ ଜଣେ ବ୍ୟକ୍ତି ଙ୍କ ନାମ ରେ ୱାରେଣ୍ଟ ରହିଥିଲା,ଜି ଉଦୟଗିରି ପୋଲିସ ୱାରେଣ୍ଟ ବଳରେ ଗିରଫ କରିଛି
Phulabani Town, Kandhamal | Aug 23, 2025
2018 ମସିହା ରେ ଜି ଉଦୟଗିରି ଅଞ୍ଚଳ ରେ ଜଣେ ବ୍ୟକ୍ତି ଙ୍କ ନାମ ରେ ୱାରେଣ୍ଟ ରହିଥିଲା।ଜି ଉଦୟଗିରି ପୋଲିସ ୱାରେଣ୍ଟ ବଳରେ ଗିରଫ ହୋଇଥିବାର ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!