This browser does not support the video element.
ଢେଙ୍କାନାଳ ସଦର: ଗୋବିନ୍ଦପୁର ନିକଟରେ ବାଇକ ସହିତ ସ୍କୁଟି ଦୁର୍ଘଟଣା ଯୁବକ ଗୁରୁତର
Dhenkanal Sadar, Dhenkanal | Sep 10, 2025
ଢେଙ୍କାନାଳ ସଦର ଥାନା କଟକ ରାସ୍ତାର ଗୋବିନ୍ଦପୁର ନିକଟରେ ବୁଧବାର ଅପରାହ୍ନରେ ବାଇକ ସହିତ ସ୍କୁଟି ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ ସାଙ୍କୁଲେଇ ଗ୍ରାମର ଶୋଷଦେବ ରାଜ ନାମକ ଯୁବକ କାମ ସାରି ଘରକୁ ବାଇକରେ ଫେରୁଥିବା ବେଳେ ଏକ ସ୍କୁଟି ସହିତ ଦୁର୍ଘଟଣା ଘଟିବାରୁ ଶେଷଦେବ ଗୁରୁତର ହୋଇଥିଲେ।