Download Now Banner

This browser does not support the video element.

ସୋର: କଲେଜଛକରୁ ଜଣେ ଅବସରପ୍ରାପ୍ତ ଅଧକ୍ଷଙ୍କ ଘରୁ ଚୋରି, ସିସିଟିଭିରେ କଏଦ ଚୋରି ବେଳର ଦୃଶ୍ୟ

Soro, Balasore | Aug 31, 2025
ସୋର ପୌର ପାଳିକା ଅନ୍ତର୍ଗତ କଲେଜଚ୍ଛକରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଥିବା ବେଳେ ସିସିଟିଭିରେ ଚୋରି ବେଳର ଦୃଶ୍ୟ କଏଦ ହୋଇଛି।ସୂଚନା ଅନୁସାରେ ଗୋପାଳପୁର କଲେଜର ପ୍ରାକ୍ତନ ଅଧକ୍ଷ ବିଜୟ କୁମାର ଦାସ କଲେଜଛକରେ ଘର କରି ରୁହନ୍ତି। ଗତକାଲି ରାତିରେ ଶ୍ରୀ ଦାସ ଏବଂ ତାଙ୍କ ପତ୍ନୀ ଖାଇପିଇ ଶୋଇଥିଲେ। ବିଳମ୍ବିତ ରାତିରେ ୩ ଜଣ ଦୁର୍ବୁର୍ତ୍ତ ପାଚେରୀ ଡେଇଁ ଝରକା ଗ୍ରିଲ ଏବଂ କବାଟ ଭାଙ୍ଗି ଘର ମଧ୍ୟରେ ପଶିଥିଲେ। ଘରେ ଥିବା ଦୁଇଟି ଗଡ଼ରେଜକୁ ଭାଙ୍ଗି ସେଥିରେ ଥିବା ନଗଦ ୧୫ ହଜାର ଟଙ୍କା ଚୋରି କରି ନେଇ ଫେରାର ହୋଇଯାଇଥିଲେ।
Read More News
T & CPrivacy PolicyContact Us