Download Now Banner

This browser does not support the video element.

କେଗାଁଓ: ବୃନ୍ଦାବlହାଲ ପଞ୍ଚାୟତ କାର୍ଯ୍ୟଳୟ ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ

Kegaon, Kalahandi | Sep 8, 2025
ବୃନ୍ଦାବlହାଲ ପଞ୍ଚାୟତ କାର୍ଯ୍ୟଳୟ ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ଆଜି 8ତାରିଖ ସକାଳ 11ଟାରୁ ଅପରାହ୍ନ5ଟା ପର୍ଯ୍ୟନ୍ତ ବୃନ୍ଦାବାହାଲ ପଞ୍ଚାୟତ କାର୍ଯ୍ୟଳୟ ଠାରେ ବ୍ଲକ ସ୍ଥରୀୟ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି ଏହି ଶିବିର ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ନେତୃତ୍ୱରେ ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More News
T & CPrivacy PolicyContact Us