Download Now Banner

This browser does not support the video element.

ଦେବଗଡ: ପ୍ରଭାସୁଣୀ ଗ୍ରାମରେ ଆସ ସ୍କୁଲ ଯିବା ସଚେତନତା ପଦଯାତ୍ରା

Debagarh, Debagarh (Deogarh) | Sep 13, 2025
ଅଧାରୁ ପାଠ ଛାଡ଼ିଥିବା, ବିଦ୍ୟାଳୟରେ ମୂଳରୁ ନାମ ଲେଖାଇ ନଥିବା ଓ ବିଦ୍ୟାଳୟ ବାହାରେ ଥିବା ପିଲା ମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଦ୍ଵିତୀୟ ପର‌୍ୟ୍ୟାୟ ଆସ ସ୍କୁଲ ଯିବା ସଚେତନତା କାର‌୍ୟ୍ୟକ୍ରମ ଆଜି ଦିନ ପ୍ରାୟ ୧୨ ଟା ପର୍ଯ୍ୟନ୍ତ ପ୍ରଭାସୁଣୀ ସ୍ଥିତ ଜଗନ୍ନାଥ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗୋଗୁଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଦଯାତ୍ରାର ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର, ସମଗ୍ର ଶିକ୍ଷା ଜିଲ୍ଲା ଯୋଜନା ସଂଯୋଜକ ତପନ କୁମାର ସାହୁ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us