Download Now Banner

This browser does not support the video element.

ଆନନ୍ଦପୁର: ଜଳକଳଙ୍ଗ ଗ୍ରାମରେ ଜଳ ନିଷ୍କାସନ ସ୍ଥିତି ଅନୁଧ୍ୟାନ କଲେ ଉପଜିଲ୍ଲାପାଳ

Anandapur, Kendujhar | Sep 3, 2025
ହାଟଡିହି ବ୍ଲକ ଜଳକଳଙ୍ଗ ଗ୍ରାମରେ ଜଳ ନିଷ୍କାସନ ହୋଇ ନପାରିବାରୁ ଗତକାଲି ଗ୍ରାମବାସୀ ରାସ୍ତାରୋକ କରିବା ପରେ କିପରି ଜଳ ନିଷ୍କାସନ କରାଯିବ ତାହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା। ଆଜି ଦିନ ଗୋଟାଏ ବେଳେ ତହସିଲଦାର ଶିବବ୍ରତ ତ୍ରିପାଠୀ, ରାଜସ୍ଵ ନୀରିକ୍ଷକଙ୍କୁ ସାଙ୍ଗରେ ନେଇ ଗ୍ରାମରେ ପହଞ୍ଚି କିପରି ସହଜରେ ବର୍ଷା ଜଳ ନିଷ୍କାସନ ହେବ ସେନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିଥିଲେ।
Read More News
T & CPrivacy PolicyContact Us