Download Now Banner

This browser does not support the video element.

ଫୁଲବାଣୀ ସହର: ଫିରିଙ୍ଗିଆ ଥାନା ଅଞ୍ଚଳର ବଦେଡି ଗ୍ରାମ ରେ ସଡକ ଦୁର୍ଘଟଣା ଦୁଇ ମୁତ୍ୟୁ ଦୁଇ ଗୁରୁତର

Phulabani Town, Kandhamal | Sep 7, 2025
ଫିରିଙ୍ଗିଆ ଥାନା ଅଞ୍ଚଳର ବଦେଡି ଗ୍ରାମ ରେ ସଡକ ଦୁର୍ଘଟଣା ଦୁଇ ମୁତ୍ୟୁ ଦୁଇ ଗୁରୁତର ବିଳମ୍ବିତ ରିତି ଜିଲ୍ଲା ମେଡିକାଲ କୁ ସ୍ଥାନାନ୍ତରିତ, ଏହି ଦୁର୍ଘଟଣା ରାତି 9ହଈଥିବା ବେଳେ ଜିଲ୍ଲା ମେଡିକାଲ ରୁ ରବିବାର ସକାଳ 9ଘଣ୍ଟିକା ରେ ସମ୍ପର୍କୀୟ ଙ୍କ ଠାରୁ ସୁଛନା ମିଳିଛି, ଗଟାଏ ବାଇକ ରେ ତିନିଜଣ ବଦେଡି ରୁ ସାଡିଙ୍ଗିଆ ଯାଉଥିବ ସମୟରେ ଏକ ମହିଳା ରାସ୍ତା ରେ ଯାଉଥିଲେ ଏହି ବାଇକ ଟି ମହିଳା ଙ୍କୁ ଦୁର୍ଘଟଣା କରିଥିଲେ
Read More News
T & CPrivacy PolicyContact Us