Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ଜବର ଦଖଲ ଉପରେ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ସମ୍ଵନ୍ଧରେ ଷ୍ଟେସନ ବଜାର ଠାରେ ପ୍ରତିକ୍ରିୟା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
Baripada M, Mayurbhanj | Sep 8, 2025
ଜବର ଦଖଲ ଉପରେ ସୁପ୍ରିମ କୋର୍ଟଙ୍କ କଡା ଆଭିମୁଖ୍ୟ ଆଣି କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ବାବଦରେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ନେଇ ବାରିପଦାର ଷ୍ଟେସନ ବଜାର ଠାରେ ସୋମବାର ଦିନ ପ୍ରାୟ ୧୧.୩୦ ଟାରେ ପ୍ରତିକ୍ରିୟା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର।
Share
Read More News
T & C
Privacy Policy
Contact Us
Your browser does not support JavaScript!