Download Now Banner

This browser does not support the video element.

ବେଗୁନିଆ: ଧଳାପଥର ଗାଁ ମିଛପଣ୍ଡା ସାହିର ଏକ ଘରେ ପୁଲିସର ଚଢ଼ାଉ ରାଣୀ ମହୁମାଛି ଗିରଫ

Begunia, Khordha | Aug 27, 2025
ଧଳାପଥର ଫାଣ୍ଡି ଓ କୋଣାର୍କ ପୁଲିସ ପୁଲିସର ମିଳିତ ଉଦ୍ୟମରେ ବହୁଦିନ ଧରି ଚାଲିଥିବା ଦେହ କାରବାରରେ ଧଳାପଥର ଗାଁ ମିଛପଣ୍ଡା ସାହିର ଏକ ଘରକୁ ଚଢ଼ାଉ କରିଥିଲା । . ଦେହଜିବୀ ଓ ଜଣେ ଗ୍ରାହକକୁ ପୁଲିସ ଉଠାଇ ନେଇ ଅଧିକ ତଦନ୍ତ ଚଳାଇଛି । ଅଟକ ମହିଳା ଜଣଙ୍କ ପୂର୍ବରୁ ଗିରଫ ହୋଇଥିଲା ବେଳେ ରାଣୀ ମହୁମାଛି ନାମରେ ଭୁବନେଶ୍ୱର, କଟକ, ପୁରୀ ଆଦି ଥାନାରେ ଦେହ ବ୍ୟବସାୟ ଚଳାଇବା ନେଇ ମାମଲା ରହିଛି।
Read More News
T & CPrivacy PolicyContact Us