This browser does not support the video element.
ବୀରମିତ୍ରପୁର: ନୂଆଗାଁ ବ୍ଲକ ପରିସରରେ ଥିବା ସଭାଗୃହରେ ବ୍ଲକସ୍ତରୀୟ ଜନଶୁଣାଣି ଅନୁଷ୍ଠିତ।
Biramitrapur, Sundargarh | Sep 6, 2025
ନୂଆଗାଁ ବ୍ଲକ ପରିସରରେ ଥିବା ସଭାଗୃହରେ ବ୍ଲକସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାନପୋଷ ଉପଜିଲ୍ଳାପାଳ ବିଜୟ କୁମାର ନାୟକ, ନୂଆଗାଁ ବିଡିଓ ଜ୍ୟୋତି ବିକାଶ ଦାଶ, ନୂଆଗାଁ ଅଧ୍ୟକ୍ଷା ବିଶ୍ଵାସୀ ଟପ୍ନୋ,ଏଇଇ ମହାଦେବ ମୁର୍ମୁ, ପିଆର୍ ଆଇ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ।ଏଥିରେ ପାନପୋଷ ଉପଜିଲ୍ଳାପାଳ ବିଜୟ କୁମାର ନାୟକଙ୍କ ଉପସ୍ଥିତିରେ ଏମ୍.ଜି.ଏନ୍.ଆର୍.ଜି.ଏସ୍ ଓ ପିଡିଏସ୍ ଉପରେ ଥିବା ଅଭିଯୋଗ ଗୁଡିକ ଶୁଣିଥିଲେ ।