Download Now Banner

This browser does not support the video element.

ଜୟପୁର: ଜୟପୁର ସୋମ୍ବାରତୋଟା ଶିବଜ୍ୟୋତି ଭବନରେ ରକ୍ତଦାନ ଶିବିର ଅନୁଷ୍ଠିତ

Jeypore, Koraput | Aug 24, 2025
ଜୟପୁର ସୋମ୍ବାରତୋଟା ଶିବଜ୍ୟୋତି ଭବନ ଠାରେ ଆଜି ଦିନ 11 ଟାରେ ରକ୍ତ ଦିନ ଶିବିର ଅନୁଷ୍ଟିତ ହୋଇଛି । ପ୍ରଜାପତି ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଜୟପୁର ତରଫରୁ ରକ୍ତ ଦିନ ଶିବିର ଆୟୋଜନ କରାଯାଇଥିଲା । ବିଶ୍ୱ ବନ୍ଧୁତ୍ୱ ଦିବସ, ପୁବତନ ମୁଖ୍ୟ ପ୍ରସାଶିକା ରାଜ ଯୋଗିନୀ ଡଃ ପ୍ରକାଶ ମଣିଙ୍କ ୧୮ ତମ ପୁଣ୍ୟ ତିଥି ଉପଲକ୍ଷେ ଏହି ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଏଠିରେ ୨୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଅନୁଷ୍ଠାନର ନିୟମିତ ଛାତ୍ର ଛାତ୍ରୀ ସହରର ଜନ ସାଧାରଣ ଉପସ୍ଥିତ ରହି ସ୍ୱଇଛାରେ ରକ୍ତଦାନ କରିଥିଲେ ।
Read More News
T & CPrivacy PolicyContact Us