Download Now Banner

This browser does not support the video element.

ବଲାଙ୍ଗୀର: ବଜ୍ରପାତ ସହିତ ଭାରି ବର୍ଷା, ଜିଲ୍ଲାକୁ ୟେଲୋ ଆଲର୍ଟ

Balangir, Balangir | Sep 11, 2025
ବଲାଙ୍ଗୀରରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପାଣିପାଗର ପରିସ୍ଥିତି ଅସ୍ଥିର ରହିବାର ପୂର୍ବାଭାସ ମିଳିଛି।ଭୁବନେଶ୍ୱର ପାଣି ପାଗ ବିଭାଗର ସୂଚନା ଅନୁସାରେ,ଜିଲ୍ଲା ରେ ବଜ୍ରପାତ ସହିତ ବିଜୁଳି ଚମକିବା ଓ ଅନେକ ସ୍ଥାନରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ତା ସହିତ 30ରୁ 40 କିଲୋମିଟର ବେଗରେ ପବନ ବହିପାରେ ବୋଲି ସତର୍କ କରାଯାଇ ଜିଲ୍ଲା କୁ ୟେଲୋ ୱାର୍ଣିଂ ଜାରି କରା ଯାଇଛି। ଏହି ପରିସ୍ଥିତିରେ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ, ଖୋଲା ଜାଗାରେ ନ ରହିବାକୁ ଓ ଆବଶ୍ୟକ ପ୍ରତିରୋଧକ ବ୍ୟବସ୍ଥା ନେବାକୁ ପାଣିପାଗ ବିଭାଗ ପକ୍ଷରୁ ଆଜି ଅପରାହ୍ନ ୨ଟା ସମୟରେ ପରାମର୍ଶ ଦିଆଯାଇଛି।
Read More News
T & CPrivacy PolicyContact Us