Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ରିଜର୍ଭ ପୋଲିସ ପଡ଼ିଆ ଠାରେ ମୟୂରଭଞ୍ଜ ପୋଲିସ ଓ 5th ବାଟାଲିୟନ ପକ୍ଷରୁ ସାଇଲେକ ରାଲି, ଏସପି ଓ କମାଣ୍ଡେଣ୍ଟ ରଖିଲେ ମତ
Baripada M, Mayurbhanj | Aug 24, 2025
ପ୍ରଧାନମନ୍ତ୍ରୀ ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ରେ ସୁସ୍ଥ ଜୀବନ ଶୈଳୀ ସଫଳତା ର ଏକମାତ୍ର ଉପାୟ ର ବାର୍ତ୍ତା ଦେଇ ନିଜ ଶରୀର ଲାଗି "ଫିଟନେସ କା ଡୋଜ୍ ଆଧାଘଣ୍ଟା ରୋଜ" ବୋଲି କହିଛନ୍ତି। ଏନେଇ ରବିବାର ସକାଳ ୮ ଟାରେ ରିଜର୍ଭ ପୋଲିସ ପଡିଆ ଠାରେ ମୟୂରଭଞ୍ଜ ପୋଲିସ ଓ 5th ବାଟାଲିୟନ ପକ୍ଷରୁ ସାଇଲେକ ରାଲି ଅନୁଷ୍ଠିତ ହୋଇଛି। ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି ଓ କମାଣ୍ଡେଣ୍ଟ ପ୍ରଶାନ୍ତ କୁମାର ନାୟକ ପ୍ରତିକ୍ରିୟା ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!