Install App
santosh0986416
This browser does not support the video element.
ନର୍ଲା: ବୁଢ଼ୀ ପଦର ଗ୍ରାମର ସଞ୍ଜୁ ଗଉଡ଼ଙ୍କ ମୋବାଇଲ ଫୋନ ଚୋରି ଘଟଣା, ଥାନାରେ ଅଭିଯୋଗ
Narala, Kalahandi | Aug 22, 2025
ଗତ ଗୁରୁବାର ଦିନ ରାତ୍ର ସମୟରେ ନର୍ଲା ଥାନା ଅନ୍ତର୍ଗତ ବୁଢ଼ୀ ପଦର ଗ୍ରାମର ସଞ୍ଜୁ ଗଉଡ଼ ମୋବାଇଲ୍ ଫୋନ୍ ଘରୁ ଚୋରି ହୋଇଥିଲା ଏ ଘଟଣା କୁ ନେଇ ଆଜି ଶୁକ୍ରବାର ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଛନ୍ତି ସଞ୍ଜୁ
Share
Read More News
T & C
Privacy Policy
Contact Us
Your browser does not support JavaScript!