Download Now Banner

This browser does not support the video element.

କୋଟପାଡ: ତ୍ରିନାଥ ମନ୍ଦିର ନିକଟରେ ରାଜସ୍ୱ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଲା ବୋରିଗୁମ୍ମା ନାଗରିକ ମଞ୍ଚ

Kotpad, Koraput | Aug 24, 2025
ତ୍ରିନାଥ ମନ୍ଦିର ନିକଟରେ ରାଜସ୍ୱ ମନ୍ତ୍ରୀ ଙ୍କୁ ଭେଟି ଦାବି ପତ୍ର ଦେଲେ ବୋରିଗୁମ୍ମା ନାଗରିକ ମଞ୍ଚ। ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତ ରେ ରାଜସ୍ୱ ମନ୍ତ୍ରୀ ସୁରେସ ପୂଜାରୀ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଦୁଇ ମନ୍ତ୍ରୀ ଙ୍କ ଗସ୍ତ ସମୟ ରେ ବୋରିଗୁମ୍ମା ତ୍ରିନାଥ ମନ୍ଦିର ସମୁଖରେ ବୋରିଗୁମ୍ମା ବିଜେପି କର୍ମୀ ଏବଂ ନାଗରିକ ମଞ୍ଚ ପକ୍ଷତାରୁ ସ୍ୱାଗତ କରାଯାଇଥିଲା। ପ୍ରଥମେ ଦୁଇ ମନ୍ତ୍ରୀ ବୋରିଗୁମ୍ମାର ତ୍ରିନାଥ ମନ୍ଦିର ରେ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ବୋରିଗୁମ୍ମା NAC ମାନ୍ୟତା ଦାବି ନେଇ ଦୁଇ ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ
Read More News
T & CPrivacy PolicyContact Us