Download Now Banner

This browser does not support the video element.

ବଲାଙ୍ଗୀର: ରାଉତମୁଣ୍ଡାର ମହିଳାଙ୍କ ଘଗରା ଛକ ଠାରେ ଦୁର୍ଘଟଣାଜନିତ ମୃତ୍ୟୁ

Balangir, Balangir | Sep 1, 2025
ରାଉତମୁଣ୍ଡାର ମହିଳାଙ୍କ ଘଗରା ଛକ ଠାରେ ଦୁର୍ଘଟଣାଜନିତ ମୃତ୍ୟୁ ବଲାଙ୍ଗୀର: ରାଉତମୁଣ୍ଡାରୁ ଜୁମେର ବାହାଲ ବାଇକ ରେ ଯାଉଥିବା ସମୟରେ ଘଗରା ଗାଁ ନିକଟସ୍ଥ ଛକ ରେ ଚଳନ୍ତା ବାଇକରୁ ଖସିପଡି ଗୁରୁତର ଆହତ ହୋଇଥିଲେ 24 ବର୍ଷୀୟା ମନୀଷା ବରିହା। ପ୍ରଥମେ ବେଲପଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ, ପରେ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଶବକୁ ବ୍ୟବଛେଦ ପାଇଁ କେନ୍ଦ୍ରକୁ ଆଜି ଅପରାହ୍ନ 1ଟା ସମୟରେ ପଠାଇଛି।
Read More News
T & CPrivacy PolicyContact Us