This browser does not support the video element.
ଅନୁଗୋଳ: ଏମସିଏଲର ଟାଳଟୁଳ ନୀତିକୁ ବ୍ରଜନାଥପୁର ପଞ୍ଚାୟତ ଅରଖପାଳ ଗ୍ରାମବାସୀଙ୍କ ବିରୋଧ
Anugul, Angul | Aug 22, 2025
ତାଳଚେର ଅଞ୍ଚଳରେ MCL ର ଭୁବନେଶ୍ଵରୀ ଖଣି ବର୍ତ୍ତମାନ ନିଜ କ୍ଷେତ୍ରକୁ ସମ୍ପ୍ରସାରଣ କରୁଅଛି ।ଏହି ସମ୍ପ୍ରସାରଣରେ ତାଳଚେର ବ୍ଲକ ଅନ୍ତର୍ଗତ ବ୍ରଜନାଥପୁର ପଞ୍ଚାୟତର ଅରଖପାଳ ଗ୍ରାମବାସୀ ଶୁକ୍ରବାର ସକାଳ ୧୦ ଟା ବେଳେ ବର୍ଷାରେ ଭିଜି ଭଜି ଆନ୍ଦାଳନ କରିଥିଲେ ଚାଷ ଜମି ଗୁଡିକ ଅଧିଗ୍ରହଣରେ ସାମିଲ ହେଲେ ଗ୍ରାମବାସୀ ମାନେ ବିଶେଷ କରି ପ୍ରଭାବିତ ହେବେ ଗ୍ରାମବାସୀ ମାନଙ୍କ କହିବା ଅନୁସାରେ MCL ଭୁବନେଶ୍ଵରୀ ଦ୍ବାରା ତାଙ୍କ ଗ୍ରାମ ଅଧିଗ୍ରହଣ ହେଉଅଛି ସତ କିନ୍ତୁ କେବଳ ଚାଷ ଜମିକୁ ସେମାନେ କେବେ ବି MCL କୁ ଅଧିଗ୍ରହଣ କରିବାକୁ ଦେବେ ନାହିଁ ।