This browser does not support the video element.
ବୌଦ୍ଧ ସଦର: ପନ୍ଥେଇ ଛକ ରାସ୍ତାରୁ ୧୦କେଜି ଗଞ୍ଜେଇ ଓ଼ ବାଇକକୁ ଜବତ କରିବା ସହ ଜଣଙ୍କୁ କୋର୍ଟଚାଲାଣ କଲା ଅବକାରୀ ପୋଲିସ
Baudh Sadar, Boudh (Bauda) | Sep 4, 2025
ଆଜି ସନ୍ଧ୍ୟା ୭.୩୦ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଥିବା ସୂଚନା ଅନୁସାରେ l ବୌଦ୍ଧ ସଦର ଅବକାରୀ ଇନସ୍ପେକଟର ଗଦାଧର ମହାରଣାଙ୍କ ନେତୃରେ ଏକ ଟିମ ପେଟ୍ରୋଲିଙ୍ଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ l ଆଜି ପାଖାପାଖି ମଧ୍ୟାନ୍ହ ୧୨.୩୦ସମୟରେ ବୌଦ୍ଧ ଥନା ଅନ୍ତର୍ଗତ ପନ୍ଥେଇ ଛକ ରସ୍ତାରୁ ୧୦କେଜି ଗଞ୍ଜେଇ OD ୨୭-C-୬୦୮୩ ନବର ଥିବା ଗ୍ଲେମର ବାଇକରେ ଚୋରା ଚାଲାଣ କରୁ ଥିବା ସମୟରେ ଆସାମୀ କନ୍ଧମାଳ ଜିଲ୍ଲା, ଗୁଚ୍ଛପଡା ଥନା, ଗଡେପଦର ଗ୍ରାମର ୩୦ବର୍ଷୀୟ ସୁମିତ ସାହୁକୁ ଗିରଫ କରି NDPS ମାମଲା ରୁଜୁ କରି ବୌଦ୍ଧ ଅଦାଲତର ଦ୍ୱାରସ୍ତ