Download Now Banner

This browser does not support the video element.

ଛତ୍ରପୁର: ବ୍ରହ୍ମପୁର ସଦର ଥାନା ନିକଟରୁ ୩ ବାଲି ବୋଝେଇ ହାଇୱା ଜବତ କଲା ସଦର ଥାନା ପୋଲିସ

Chhatrapur, Ganjam | Aug 23, 2025
ଗତକାଲି ବିଳମ୍ବିତ ରାତିରେ ସଦର ଥାନା ପୋଲିସ ଓ ମାଇନ୍ସ ବିଭାଗ ମିଳିତ ଭାବରେ ଚଢ଼ାଉ କରି ବ୍ରହ୍ମପୁର ଆସିକା ମୁଖ୍ୟ ରାସ୍ତାରୁ ତିନୋଟି ବାଲି ବୋଝେଇ ହାଇୱା ଗାଡି ଜବତ୍ କରାଯାଇଛି । ତିନୋଟି ବାଲି ଗାଡି ସଦର ଥାନା ରେ ଅଟକ ଥିବା ସୂଚନା ମିଳିଛି । ବେଆଇନ୍ ବାଲି ଚାଲାଣ ଅଭିଯୋଗରେ ଅଟକ ଥିବା ନେଇ ଶନିବାର ଅପରାହ୍ଣରେ ସଦର ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
Read More News
T & CPrivacy PolicyContact Us