Download Now Banner

This browser does not support the video element.

ଖଲ୍ଲିକୋଟ୍: କାଳଞ୍ଜିପଲ୍ଲୀ ରେ ଗଣେଶ ପୂଜା ଉପଲକ୍ଷେ ମହାଭାରତ ନାଟକର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ

Khalikote, Ganjam | Sep 3, 2025
ଖଲ୍ଲିକୋଟ ବ୍ଲକ ଚିକିଲି ପଞ୍ଚାୟତର କାଳଞ୍ଜିପଲ୍ଲୀ ଗ୍ରାମରେ ଗଣେଶ ପୂଜା ଉପଲକ୍ଷେ ମହାଭାରତ ନାଟକର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ରାତି ସାଢ଼େ ୮ ଟା ସମୟରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ଆସ୍କା ସାଂସଦ ପ୍ରତିନିଧି ଯଜ୍ଞ ନାରାୟଣ ଦାଶ, ବିଜେପି ଯୁବନେତା ଅରୁଣ କୁମାର ଖୁଣ୍ଟିଆ, ମନୋଜ କୁମାର ପ୍ରଧାନ, ତାଳପଡ଼ା ସରପଞ୍ଚ ମନୋଜ କୁମାର ସେଠୀ, ବରିଷ୍ଠ ବିଜେପି ନେତା ନିରଞ୍ଜନ ନାୟକ, ସକଳେଶ୍ୱର ଦାଶ, ସଞ୍ଜୟ କୁମାର ସେଠୀ ପ୍ରମୁଖ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି ମହାଭାରତ ନାଟକ ର ଶୁଭ ଉଦ୍ଘାଟନ କରିଥିଲେ ।
Read More News
T & CPrivacy PolicyContact Us