Download Now Banner

This browser does not support the video element.

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ବାଇବାଲି ଗ୍ରାମ ପଞ୍ଚାୟତରେ ବୃକ୍ଷ ରୋପଣ ପାଇଁ ଚାରା ବଣ୍ଟନ କରାଯାଇଛି ।

Bhanjanagar, Ganjam | Sep 8, 2025
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ବାଇବାଲି ଗ୍ରାମ ପଞ୍ଚାୟତରେ ବୃକ୍ଷ ରୋପଣ ପାଇଁ ଚାରା ବଣ୍ଟନ କରାଯାଇଛି । ଏହା ଆଜି ଦିନ 11 ଘଣ୍ଟ ସମୟରେ ବଣ୍ଟନ କରାଯାଇଥିବାର ଖବର ମିଳିଥିବା ବେଳେ ସେପ୍ଟେମ୍ବର ମାସ 17 ତାରିଖ ଠାରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ 18 ମାସର ଚାରା ବଣ୍ଟନ କରାଯାଇଛି । ଏହି ଚାରା ବଣ୍ଟନ ସମୟରେ ବନ ବିଭାଗ ର କର୍ମଚାରୀ ଓ ଭଞ୍ଜନଗର ବ୍ଳକ ର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us