Install App
sushantpattnayak1983
This browser does not support the video element.
ମାଲକାନଗିରି: ୟୁରିଆ ସାର ଅଭାବ ପ୍ରତିବାଦରେ କାଲିମେଳା ବ୍ଲକ୍ ୩୨୬ ନଂ ଏନ୍ଏଚ୍ ଅବରୋଧ କଲେ ଚାଷୀ
Malkangiri, Malkangiri | Sep 7, 2025
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ୩୨୬ ନଂ ଏନ୍ଏଚ୍ ଅବରୋଧ କଲେ ଚାଷୀ ।ରବିବାର ପୂର୍ବାହ୍ନରେ ଶତାଧିକ ଚାଷୀ ଅବରୋଧ କରିଥିଲେ। ୟୁରିଆ ସାର ଅଭାବ ପ୍ରତିବାଦରେ ଏନ୍ଏଚ୍ ଅବରୋଧ କଲେ ଚାଷୀ। ସାର କଳାବଜାରୀ ଓ ଅଧିକ ମୂଲ୍ୟରେ ସାର ବିକ୍ରି ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!