Download Now Banner

This browser does not support the video element.

ଆନନ୍ଦପୁର: ଶାସଙ୍ଗ ବାଇଧର ନୋଡାଲ ସ୍କୁଲ  ପରିଦର୍ଶନ କଲେ ବ୍ଲକ ଶିକ୍ଷା ଅଧିକାରୀ

Anandapur, Kendujhar | Sep 26, 2025
ହାଟଡ଼ିହି ବ୍ଲକ ଶାସଙ୍ଗ ବାଇଧର ନୋଡାଲ ସ୍କୁଲ  ପରିଦର୍ଶନ କରି ଶିକ୍ଷାଦାନ , ମଧ୍ୟାହ୍ନ ଭୋଜନ ଆଦି କାର୍ଯ୍ୟର ସମିକ୍ଷା  କରିଛନ୍ତି ବିଇଓ ରାଜୀବ ଦଳେଇ। ଆଜି ଦିନ ଗୋଟାଏ ବେଳେ ଅଚାନକ ଏହି ସ୍କୁଲରେ ପହଞ୍ଚି ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିବା ସହିତ ଶିକ୍ଷାଦାନ ବ୍ୟବସ୍ଥା, ବିଦ୍ୟାଳୟର ସ୍ଥିତି ଆଦି ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ଆଲୋଚନା କରିଥିଲେ। ପରେ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ।
Read More News
T & CPrivacy PolicyContact Us