Install App
rajesh223637
This browser does not support the video element.
ସୋନପୁର: ପାନଚେକ ସିଲାଟ ପ୍ରତିଯୋଗତା ରେ ସୁବର୍ଣ୍ଣପୁର ଜିଲ୍ଲାକୁ ସ୍ଵର୍ଣ ପଦକ, ଜିଲ୍ଲାରେ ଖୁସିର ଲହରୀ
Sonapur, Subarnapur (Sonepur) | Aug 25, 2025
ସୂଚନା ଅନୁସାରେ ଗତ ୩ ଦିନଧରି ଝାରସୁଗୁଡା ର ଓ ଏସ ଏପି ବାଟାଲିୟନ ଇଣ୍ଡୋର ଷ୍ଟାଡିଅମ ରେ ଚାଲିଥିବା ରାଜ୍ୟ ସ୍ତରୀୟ ପାନଚେକ ସିଲାଟ ପ୍ରତିଯୋଗିତା ରେ ସୁବର୍ଣ୍ଣପୁର ଜିଲ୍ଲାର ଆବୃତ୍ତି ସେଠି ସ୍ଵର୍ଣ ପଦକ ଜିତି ଜିଲ୍ଲା ପାଇଁ ଗୌରବ ଆଣିଥିବା ବେଳେ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!