Download Now Banner

This browser does not support the video element.

ଜୟପୁର: ଜୟପୁର ସରକାରୀ ବସଷ୍ଟାଣ୍ଡରେ ଟାଉନଥାନା ପୋଲିସ ବିଜୟୱାଡା ଯାଉଥିବା ବସରୁ ଗଂଜେଇ ବ୍ୟାଗ ଜବତ

Jeypore, Koraput | Aug 28, 2025
ଆନ୍ଧ୍ରପ୍ରଦେଶର ବିଜୟୱାଡା ଯାଉଥିବା ସରକାରୀ ବସରୁ ଗଂଜେଇ ଜବତ କଲା ଜୟପୁର ଟାଉନ ପୋଲିସ ଗଂଜେଇ ବ୍ୟାଗ ରହିଥିବା ସୂଚନା ପାଇବା ପରେ ଆଜି ସଂନ୍ଧ୍ୟା 7 ଟାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି I ଚାଲାଣ କରି ଚମ୍ପଟ ମାରିଥିବା ବେଳେ ଉକ୍ତ ବ୍ୟାଗରୁ କିଛି ପ୍ୟାଣ୍ଟ, ସାର୍ଟ ସହ ପ୍ୟାକେଟ ହୋଇଥିବା ପ୍ରାୟ ୫ କିଲୋଗ୍ରାମ ଗଞ୍ଜେଇ ପୋଲିସ ଜବତ କରିଛି । ଉକ୍ତ ବସରେ ବ୍ୟାଗ ରହିଥିବା ବେଳେ ଏହାକୁ ଜଣେ ମହିଳା ଖୋଲି ଦେଖିଥିଲେ । ଏହା ଭିତରେ ପ୍ୟାକେଟ ରହିଥିବା ବେଳେ ଗଞ୍ଜେଇ ରହିଥିବା ଜାଣିବା ପରେ ପୋଲିସ କୁ ସୂଚନା ଦେଇଥିଲେ ।
Read More News
T & CPrivacy PolicyContact Us