Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଦାଣ୍ଡ ମୁକୁନ୍ଦପୁର ବସ ଷ୍ଟାଣ୍ଡ ତଳେ ବ୍ରାଉନ ସୁଗାର ବିକ୍ରି କରି ଅବକାରୀ ପୋଲିସ ଦ୍ୱାରା ବ୍ରାଉନ ସୁଗାର ବେପାରୀ ଗିରଫ ସହିତ କୋର୍ଟ ଚାଲାଣ l

Puri M, Puri | Sep 11, 2025
ଦାଣ୍ଡ ମୁକୁନ୍ଦପୁର ବସ ଷ୍ଟାଣ୍ଡ ତଳେ ବ୍ରାଉନ ସୁଗାର ବିକ୍ରି କରି ଅବକାରୀ ପୋଲିସ ଦ୍ୱାରା ବ୍ରାଉନ ସୁଗାର ବେପାରୀ ଗିରଫ ସହିତ କୋର୍ଟ ଚାଲାଣ l ଗିରଫ ଅଭିଯୁକ୍ତ ହେଲେ ଦାଣ୍ଡ ମୁକୁନ୍ଦପୁର ର ଜଗବନ୍ଧୁ ପ୍ରଧାନ l ଅଭିଯୁକ୍ତ ଘରୁ ୫୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ପୋଲିସ l ଆଜି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l
Read More News
T & CPrivacy PolicyContact Us