Download Now Banner

This browser does not support the video element.

ସୁକିନ୍ଦା: ଦିନିକିଆ ସୁକିନ୍ଦା ଗ୍ରସ୍ତରେ ଆସିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ବବିତା ବଳ

Sukinda, Jajpur | Aug 30, 2025
ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ବବିତା ବଳ ଯାଜପୁର ଜିଲ୍ଲା ସୁକିନ୍ଦାକୁ ଦିନିକିଆ ଗ୍ରସ୍ତ କରିଥିବା ଶନିବାର ଦିବା 12 ଘଟିକା ସମୟରେ ଦେଖିବାକୁ ମିଳିଛି । ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ବବିତା ବଳ କଡ଼ା ସୁରକ୍ଷା ବ୍ୟବସ୍ଥାରେ ପ୍ରଥମେ ଦାନଗଦି ସ୍ଥିତ ଅନ୍ନପୂର୍ଣ୍ଣା ଚାଇଲ୍ଡ କେୟାର ପରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳ ସ୍ଥିତ ନଗଡା ଗ୍ରସ୍ତ କରିଥିବା ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us