Install App
jeyporekhabar
This browser does not support the video element.
ଜୟପୁର: ଜିଲ୍ଲା କୋର୍ଟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ ମାନେ ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ନିକଟରେ ଦାବି ଏନେଇ ଆଇନଜୀବୀଙ୍କ ସୂଚନା
Jeypore, Koraput | Sep 10, 2025
ଆଗାମୀ ବିଧାନସଭା ଅଧିବେଶନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ରେଳ ବିକାଶ ଉପରେ ପ୍ରଶ୍ନ ଉଠାଇବାକୁ ଆଜି ଅପରାହ୍ନ 3ଟା ସମୟରେ ଜିଲ୍ଲା କୋର୍ଟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ ମାନେ ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ନିକଟରେ ଦାବି ରଖିଛନ୍ତି । ଆଇନଜୀବୀଙ୍କ ପକ୍ଷରୁ ଏକ ପତ୍ର ମାଧ୍ୟମରେ କୁହାଯାଇଛି ଯେ, ଗତ ୨୦୧୬ ମସିହାରେ ଓଡ଼ିଶା ସରକାର ଏବଂ ରେଳ ବିଭାଗ ମଧ୍ୟରେ ଏକ ଚୁକ୍ତିନାମା ସାକ୍ଷର ହୋଇଥିଲା ।
Share
Read More News
T & C
Privacy Policy
Contact Us
Your browser does not support JavaScript!