This browser does not support the video element.
ବୋଲଗଡ: ପିଚୁକୁଳି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମିଶନଶକ୍ତି ଗୃହ ଓ ପଞ୍ଚାୟତର ନୂତନ ଗେଟ୍ ଉଦଘାଟନ କଲେ ସ୍ଥାନୀୟ ବିଧାୟକ
Bolagad, Khordha | Sep 9, 2025
ବୋଲଗଡ ବ୍ଲକ ପିଚୁକୁଳି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମିଶନଶକ୍ତି ଗୃହ ଓ ପଞ୍ଚାୟତର ନୂତନ ଗେଟ୍ ଉଦଘାଟନ କଲେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ। ଏହି ପାରିପେକ୍ଷୀରେ ବ୍ଲକ ଅଧ୍ୟକ୍ଷା ହୁଲାସ ପ୍ରଧାନ, ବ୍ଲକ ଉନୟନ ଅଧିକାରୀ, ବଡ଼କୁମାରୀ ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ,ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ଛୋଟରାୟ, ପିଚୁକୁଳି ସରପଞ୍ଚ, ସାନପଦର ସରପଞ୍ଚ, ପିଚୁକୁଳି ସମିତିସଭ୍ୟଙ୍କ ସହ ମିଶନଶକ୍ତିର ମା ମାନେ ଏବଂ ବିଜୁ ଜନତା ଦଳର ଛାମୁଆ ନେତୃବୃନ୍ଦ ମାନେ ଯୋଗଦେଇଥିଲେ।