Download Now Banner

This browser does not support the video element.

ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ସୋହେଲା ଓ ଘେଁସ ଅଞ୍ଚଳର ଶତାଧିକ ଚାଷୀ

Bargarh, Bargarh (Baragarh) | Sep 3, 2025
ବରଗଡ଼ ଜିଲ୍ଲାରେ ସାର ସଙ୍କଟ | ସୋହେଲା ଓ ଘେଁସ ଅଞ୍ଚଳରୁ ଶତାଧିକ ଚାଷୀ ବୁଧବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି | ଜିଲ୍ଲାରେ ସାର ସଙ୍କଟ ଚାଲିଥିବା ବେଳେ ସୋହେଲା ଓ ଘେଁସ ପେକ୍ସରେ ୟୁରିଆ ସାର ମିଳୁ ନାହିଁ | ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ | ତେବେ ସାର ମିଳୁ ନ ଥିବାରୁ ଚାଷୀ ଚାଷ କରି ପାରୁ ନାହିଁ ଯାହାକୁ ନେଇ ଆଜି କୃଷି ଅଧିକାରୀଙ୍କୁ ଭେଟିବା ପାଇଁ ଚାଷୀ ଆସିଥିଲେ କିନ୍ତୁ କୃଷି ଅଧିକାରୀ ନ ଥିବାରୁ ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଥିଲେ ଚାଷୀ | ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେବା ପର
Read More News
T & CPrivacy PolicyContact Us