Download Now Banner

This browser does not support the video element.

ଛତ୍ରପୁର: ଜାଭିୟର୍ସ ସ୍କଲରେ ସ୍କାଉଟ ଓ ଗାଇଡ ତାଲିମ ସହ ଶପଥ ପାଠ,ଯୋଗ ଦେଲେ ଜିଲ୍ଲା ତାଲିମ କମିଶନର

Chhatrapur, Ganjam | Sep 6, 2025
ବ୍ରହ୍ମପୁର ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ ତରଫରୁ ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଇନଭେସଚର ସେରମନି କାର୍ଯ୍ୟକ୍ରମ ସହ ଶପଥ ପାଠ କରାଯାଇଥିଲା । ଶନିବାର ମଧ୍ୟାହ୍ନରେ ଏଥିରେ ଜିଲ୍ଲା ତାଲିମ କମିଶନର ସ୍ଵପ୍ନାରାଣୀ ପାଣିଗ୍ରାହୀ ମୁଖ୍ୟ ଭାବରେ ଯୋଗ ଦେଇ ନୂତନ ଭାବେ ଯୋଗ୍ ଦେଇଥିବା ଗାଇଡ ଓ ସ୍କାଉଟ ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କ ରେ ସୂଚନା ଦେଇ ସଭିଙ୍କୁ ବ୍ୟାଚ ପ୍ରଦାନ କରିଥିଲେ।
Read More News
T & CPrivacy PolicyContact Us