Download Now Banner

This browser does not support the video element.

ସୁକିନ୍ଦା: ସୁକିନ୍ଦା ହନୁମାନ ଛକରେ ଫଳ ଦୋକାନ ଭାଙ୍ଗି ଆତଙ୍କ ସୃଷ୍ଟି କଲା ଜଙ୍ଗଲି ଦନ୍ତା ହାତୀ

Sukinda, Jajpur | Sep 3, 2025
ସୁକିନ୍ଦାଗଡରେ ତିନୋଟି ଜଙ୍ଗଲି ହାତୀ ଆତଙ୍କ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି । ଜଙ୍ଗଲି ହାତୀଙ୍କ ଭୟରେ ସ୍ଥାନୀୟ ଲୋକେ ରାତି ସାରା ଉଜାଗର ରହିଥିବା ଦେଖିବାକୁ ମିଳିଥିଲା । ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦା ହନୁମାନ ଛକରେ ଫଳ ଦୋକାନ ଭାଙ୍ଗି କଦଳୀ କନ୍ଧି ଖାଇଲା ଜଙ୍ଗଲି ଦନ୍ତା ହାତୀ । ସୂଚନା ମୁତାବକ ଢେ଼ଙ୍କାନାଳ ସୀମାନ୍ତରୁ ଆସିଥିବା ତିନୋଟି ଜଙ୍ଗଲି ହାତୀଙ୍କ ମଧ୍ୟରେ ଦୁଇଟି ଦନ୍ତା ହାତୀ ଥିବା ବେଳେ ଏହି ତିନୋଟି ହାତୀ ତିନିଦିଗରେ ଯାଇ ଆତଙ୍କ ସୃଷ୍ଟି କରିଥିବା ମଙ୍ଗଳବାର ରାତିରେ ଦେଖିବାକୁ ମିଳିଥିଲା ।
Read More News
T & CPrivacy PolicyContact Us