This browser does not support the video element.
କେନ୍ଦ୍ରାପଡା: କଳପଡା ସେତୁ ନିକଟରେ ବୁଲୁଛି ଏକ ଥନ୍ତିଆ କୁମ୍ଭୀର ,ସ୍ଥାନୀୟ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଭୟ
Kendrapara, Kendrapara | Sep 6, 2025
କେନ୍ଦ୍ରାପଡ଼ା ଜିଲ୍ଲା କଳପଡ଼ା ସେତୁ ନିକଟରେ ଏକ ଥନ୍ତିଆ କୁମ୍ଭୀର ବୁଲୁଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟର ସୃଷ୍ଟି ହୋଇଛି । ସେତୁ ତଳରୁ ନଦୀ ପାର୍ଶ୍ୱରେ ଆଜି ପ୍ରାୟ ୮ ଘଣ୍ଟିକା ସମୟରେ ହଠାତ୍ କୁମ୍ଭୀରଟିକୁ ଦେଖିବାକୁ ମିଳିଥିଲା ,ଏହାକୁ ନେଇ ଗ୍ରାମବାସୀ ମାନେ ଆତଙ୍କିତ ହୋଇପଡ଼ିଛନ୍ତି ।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି କୁମ୍ଭୀରଟି ନଦୀରେ ଘୂରିଥିବାର ଦେଖିବାକୁ ମିଳିଛି ।ଏହାକୁ ଦେଖି ସୁରକ୍ଷା ନିମନ୍ତେ ପଶୁମାନଙ୍କୁ ନଦୀପାରକୁ ନେବା ବନ୍ଦ କରିଛନ୍ତି ସ୍ଥାନୀୟ ଲୋକେ