Download Now Banner

This browser does not support the video element.

ଗୋପାଳପୁର: ହଳଦିଆ ପଦର ବ୍ରିଜ ନିକଟରେ କଣ୍ଟେନରକୁ ଧକ୍କା ଦେଲା ଗ୍ୟାସ ବୋଝେଇ ଗାଡି l

Gopalpur, Ganjam | Oct 4, 2024
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହଳଦିଆ ପଦର ବ୍ରିଜ ନିକଟରେ କଣ୍ଟେନରକୁ ଧକ୍କା ଦେଲା ଗ୍ୟାସ ବୋଝେଇ ଗାଡି l ଦୁର୍ଘଟଣାରେ ଗ୍ୟାସ ବୋଝେଇ ଗାଡିର ଡ୍ରାଇଭର ସାମାନ୍ୟ ଆହତ ହେଇଥିବା ସୂଚନା ମିଳିଛି l
Read More News
T & CPrivacy PolicyContact Us