Install App
santoshbaral67
This browser does not support the video element.
ସତ୍ୟବାଦୀ: କଣାସ ବ୍ଲକ ଅନ୍ତର୍ଗତ ଗଡସାନପୁଟ ପଂଚାୟତରେ ବିଭିନ୍ନ ଗ୍ରାମରେ ଭାଗବତ ସପ୍ତାହ ଯଜ୍ଞ ଉତ୍ସବରେ ଯୋଗଦେଲେ ସ୍ଥାନୀୟ ବିଧାୟକ
Satyabadi, Puri | Sep 7, 2025
ଆଜି ଅପରାହ୍ନ ତିନିଟା ରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକର ଗଡ ସାନପୁଟ ପଂଚାୟତକୁ ସ୍ଥାନୀୟ ବିଧାୟକ ଓମ୍ ପ୍ରକାଶ ମିଶ୍ର ଗସ୍ତ କରି ବିଭିନ୍ନ ଗ୍ରାମରେ ଚାଲିଥିବା ଭାଗବତ ସପ୍ତାହ ଯଜ୍ଞ ଉତ୍ସବରେ ଯୋଗଦେଇ ଆଶିର୍ବାଦ ଲାଭ କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!