Download Now Banner

This browser does not support the video element.

ସୁକିନ୍ଦା: ଲେମ୍ୱୋ ଗ୍ରାମର ରତ୍ନାକର ମହାନ୍ତଙ୍କ ଗଭୀର କୁଅ ମଧ୍ୟରୁ ବିରଳ ପ୍ରଜାତିର ବାରାହା ଉଦ୍ଧାର

Sukinda, Jajpur | Aug 31, 2025
ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ଲେମ୍ୱୋ ଗ୍ରାମର ରତ୍ନାକର ମହାନ୍ତଙ୍କ ଗଭୀର କୁଅ ମଧ୍ୟରୁ ବିରଳ ପ୍ରଜାତିର ବାରାହା ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ସୁକିନ୍ଦା ବନ ବିଭାଗ କର୍ମଚାରୀ ଓ ଦମକଳ ବାହିନୀର କର୍ମଚାରୀ ମାନଙ୍କ ମିଳିତ ସହଯୋଗରେ ରତ୍ନାକର ମହାନ୍ତଙ୍କ ଗଭିର କୁଅ ମଧ୍ୟରୁ ଜଙ୍ଗଲି ବାରାହାକୁ ସୁରକ୍ଷିତ ଉଦ୍ଧାର କରି ମହାଗୀରି ଜଙ୍ଗଲରେ ଛାଡ଼ି ଦେଇଥିବା ବନପାଳ ମନୋରମା ହୋତାଙ୍କ ଠାରୁ ସୂଚନା ମିଳିଛି ।
Read More News
T & CPrivacy PolicyContact Us