Download Now Banner

This browser does not support the video element.

ବୀରମହାରାଜପୁର: ବିନିକା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ , ଯୋଗଦେଲେ ଦୁଇଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଧିକାରି

Biramaharajpur, Subarnapur (Sonepur) | Sep 6, 2025
ବିନିକା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଅପରାହ୍ନ 1ମିନିଟ ପର୍ଯ୍ୟନ୍ତ କ୍ଲାସ୍ତର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଢ଼ିକରି ହେମସାଗର କାଲସେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକକୁ ଅନ୍ୟତମ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଦ୍ଧିକରୀ ଟଙ୍କଧର ଭୋଇ ଏବଂ ସମ୍ମାନିତ ଅତିଥି ଭାବେ ଶିଆରସିଶି ସଂଘର ସଭାପତି ତଥା ଅଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଜୟନାରାୟଣ ପୂଜାରୀ ଯୋଗଦେଇଥିଲେ l ତେବେ ବୈଠକରେ ।ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ କିପରି ବିଦ୍ୟାଳୟକୁ ଫେରାଇ ଆଣିବା, ଛାତ୍ରଛ।ତ୍ରୀମାନଙ୍କ ସୃଜନଶୀଳତା ଜ୍ଞାନବୃଦ୍ଧି ଏବଂ
Read More News
T & CPrivacy PolicyContact Us