Download Now Banner

This browser does not support the video element.

ସୋନପୁର: ଶ୍ରୀ ଗୋପାଳଜି ଯୋଗାଳୟ ମହାନଦୀ ବିହାର,ଠାରେ ବରିଷ୍ଟ ନାଗରିକ ସଂଘ ତରଫରୁ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି l

Sonapur, Subarnapur (Sonepur) | Aug 31, 2025
ଆଜି ସଂନ୍ଧ୍ୟାରେ ସୁବର୍ଣ୍ଣପୁର ରେ ନୂଆ ଖାଇ ପାଳନ ଅବସର ରେ ଶ୍ରୀ ଗୋପାଳଜି ଯୋଗାଳୟ ମହାନଦୀ ବିହାର,ଠାରେ ବରିଷ୍ଟ ନାଗରିକ ସଂଘ ତରଫରୁ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି l ଉକ୍ତ ଉତ୍ସବ ରେ ଜିଲ୍ଲାପାଳ ଡଃ ନୃପ ରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବରିଷ୍ଠ ନାଗରିକ ଙ୍କ ଭବ୍ୟ ଆୟୋଜନ ଓ ଉତ୍ସାହ ଦେଖି ଖୁସି ବ୍ୟକ୍ତ କରି ଥିଲେ ଓ ଆପଣ ମାନଙ୍କ ଆତ୍ମ ବଳ ଆଗରେ ଯୁବ ପିଢୀ ମଧ୍ୟ ହାର ମନିଯିବେ ବୋଲି ଜିଲ୍ଲାପାଳ ଡଃ ସାହୁ ପ୍ରକାଶ କରିଥିଲେ l ସ୍ଵତନ୍ତ୍ର ଅତିଥି ଭାବରେ ଓଡ଼ିଶା ର ପ୍ରାକ୍ତନ ବିଚାରପତି ଶ୍ରୀ ଚିତ୍ତ ରଞ୍ଜନ ଦାଶ ସମ୍ମାନିତ ଅତିଥି
Read More News
T & CPrivacy PolicyContact Us