Install App
santoshbaral67
This browser does not support the video element.
ସତ୍ୟବାଦୀ: କଣାସ ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ମୂଳ ବସନ୍ତ ଉ ପ୍ରା ବିଦ୍ୟାଳୟ ପରିଦର୍ଶନ କଲେ ସ୍ଥାନୀୟ ବିଧାୟକ
Satyabadi, Puri | Sep 4, 2025
ଆଜି ଅପରାହ୍ନ ତିନିଟା ରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକର ଖଣ୍ଡହତା ପଂଚାୟତ ଗସ୍ତ କରି ପଞ୍ଚାୟତର ଉପ୍ରା ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି ସ୍ଥାନୀୟ ବିଧାୟକ ଓମ୍ ପ୍ରକାଶ ମିଶ୍ର। ପରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ବିଧାୟକ ଶ୍ରୀ ମିଶ୍ର।
Share
Read More News
T & C
Privacy Policy
Contact Us
Your browser does not support JavaScript!