Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ୧୬କିଲୋ ଗଞ୍ଜେଇ ଧରି କଟକର ବେପାରୀଙ୍କୁ ବିକ୍ରି କରିବାକୁ ଆସିଥିବାବେଳେ ଓଏମପି ଛକରୁ ମହିଳାକୁ ରବିବାର ଗିରଫ କରିଛି ଅବକାରୀ ବିଭାଗ।
Cuttack M Corp PS, Cuttack | Sep 7, 2025
୧୬କିଲୋ ଗଞ୍ଜେଇ ଧରି କଟକର ବେପାରୀଙ୍କୁ ବିକ୍ରି କରିବାକୁ ଆସିଥିବାବେଳେ ଜଣେ ମହିଳାକୁ ରବିବାର ସନ୍ଧ୍ୟା ୫ଟାରେ ଗିରଫ କରିଛି ଅବକାରୀ ବିଭାଗ। ତାଙ୍କ ନାମ ସୁକ୍ରୁଟା ନାଗ(୩୩) ଏବଂ ଘର କନ୍ଧମାଲ ଜିଲାବାଲିଗୁଡ଼ା ଥାନା ଅନ୍ତର୍ଗତ ବଡ଼ଗାଁ ରେ। ଅଭିଯୁକ୍ତ ମହିଳାଙ୍କୁ କୋର୍ଟଚାଲାଣ କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!