Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ମର୍କତନଗର ଅଞ୍ଚଳରେ ଗୋଟିଏ ଦିନରେ ସମାନ ଢ଼ଙ୍ଗରେ ୪ଜଣ ମହିଳାଙ୍କ ବେକରୁ ସୁନାହାର ଲୁଟ୍ ନେଇ ମର୍କତ ନଗର ଓ ଫେଜ -୨ ଥାନାରେ ଏତଲା।
Cuttack M Corp PS, Cuttack | Aug 1, 2025
ମର୍କତନଗର ଅଞ୍ଚଳରେ ମାତିଲେ ଲୁଟିଆ। ଗୋଟିଏ ଦିନରେ ଜଣେ ନୁହେଁ, ମାତ୍ର କିଛି ଘଣ୍ଟା ଅନ୍ତରରେ ସମାନ ଢ଼ଙ୍ଗରେ ୪ଜଣ ମହିଳାଙ୍କ ବେକରୁ ସୁନାହାର ଝାମ୍ପିନେଇଛନ୍ତି। ଏ ନେଇ ମର୍କତନଗର ଓ ଜେ-୨ ସହିତ ଥାନାରେ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୁଲିସ ଏ ପର୍ଯ୍ୟନ୍ତ ଲୁଟେରାଙ୍କୁ ଧରିବା ତ ଦୂର୍ର କଥା ସେମାନଙ୍କ ସମ୍ପର୍କରେ ସାମାନ୍ୟ ତମ ଟେର ମଧ୍ୟ ପାଇପାରିନାହିଁ। ଲୁଟିଆ ଙ୍କୁ ଧରିବା ଲାଗି ଉଦ୍ୟମ ଜରିରହି ଥିବା ଶୁକ୍ରବାର ରାତି ୧୦ଟାରେ ପୋଲିସ ସୂଚନା ଦେଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!