Download Now Banner

This browser does not support the video element.

କଟକ ପୌରାଞ୍ଚଳ: ସତୀଚୌରା ଶ୍ମଶାନ ପରିଦର୍ଶନ କରି ନବୀକରଣ ନିମନ୍ତେ ସମୀକ୍ଷା କଲେ ମେୟର ଓ କମିଶନର

Cuttack M Corp PS, Cuttack | Aug 25, 2025
ସତୀଚୌରା ଶ୍ମଶାନ ର କରାଯିବ ନବୀକରଣ, ଶବ ସତ୍କାର ସମୟ ରେ ସବୁ ପ୍ରକାର ସୁବିଧା ରହିବ, ଏହାର ନବୀକରଣ ନେଇ ସୋମବାର ଦିନ ୧୦ ଟାରେ ସିଏମସି ମେୟର ଓ କମିଶନର ସେଠାକୁ ଗସ୍ତ କରି ସମୀକ୍ଷା କରିଥିଲେ
Read More News
T & CPrivacy PolicyContact Us