Download Now Banner

This browser does not support the video element.

ନୂଆପଡା: ନୂଆପଡ଼ାର ଦୁଇଜଣ ଶିକ୍ଷକ ଭୁବନେଶ୍ୱର ରେ ରାଜ୍ୟ ସ୍ତରୀୟ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ସମ୍ମାନିତ

Nuapada, Nuapada | Sep 5, 2025
ଆଜି ଦିନ ଦଶଟା ସମୟରେ ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗୁରୁ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବରେ ନୂଆପଡ଼ା ଜିଲ୍ଲାର ଦୁଇଜଣ ମାଧ୍ୟମିକ ଶିକ୍ଷକ ସ୍ଵାତୀ ସ୍ୱାଗତିକା ବୁଡେକ ଓ ରୂପେଶ ମେହେର ସମ୍ମାନିତ ହୋଇଛନ୍ତି।ଶିକ୍ଷକ ମାନଙ୍କ ସଫଳତା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭେଚ୍ଛା ଜଣାଇଛନ୍ତି।
Read More News
T & CPrivacy PolicyContact Us