Download Now Banner

This browser does not support the video element.

ପଟ୍ଟାଙ୍ଗୀ: ଲଗାଣ ବର୍ଷାରେ କମାର ବେଲଗାଁ ପୋଲ ଭଙ୍ଗା ଘଟଣା, ବିଭାଗୀୟ କତୃପକ୍ଷଙ୍କୁ ନେଇ ତହସିଲଦାରଙ୍କ ପରିଦର୍ଶନ

Pottangi, Koraput | Sep 11, 2025
ଗତ ଦଶ ତାରିଖରେ ଲଗାଣ ବର୍ଷାରେ କମାର ବେଲଗାଁ ଜର୍ଜରିତ ପୋଲ ଭାଙ୍ଗିଥିବା ବେଳେ ଗୁରୁବାର ସ୍ଥାନୀୟ ତହସିଲଦାର ଦେବବ୍ରତ ମହାରଣା ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି। ନନ୍ଦପୁର ବ୍ଲକରେ ଗତ କିଛି ଦିନ ହେବ ଲଗାତାର ହେଉଥିବା ବର୍ଷାରେ ମାଲିବେଲଗାଁ ପଞ୍ଚାୟତ ଅନ୍ତର୍ଗତ କମାର ବେଲଗାଁ ଗ୍ରାମର ପ୍ରମୁଖ ପୋଲ ଭାଙ୍ଗି ପଡ଼ିଥିବା ବେଳେ ଖବର ପାଇ ଗୁରୁବାର ଗ୍ରାମ୍ୟ ଉନ୍ନୟନ ବିଭାଗ କତୃପକ୍ଷଙ୍କୁ ସ୍ଥାନୀୟ ତହସିଲଦାର ଶ୍ରୀ ମହାରଣା ଘଟଣାସ୍ଥଳ ଗସ୍ତକରି ପୋଲ ଉପରସ୍ଥିତି ସମୀକ୍ଷା କରିବା ସହ ଗ୍ରାମବାସିଙ୍କ ସହ ପୋଲ ନିର୍ମାଣ ଉପରେ ଆଲୋଚନା କରିଛନ୍ତି।
Read More News
T & CPrivacy PolicyContact Us