Download Now Banner

This browser does not support the video element.

ପଟ୍ଟାଙ୍ଗୀ: କେନ୍ଦ୍ରୟ ବିଶ୍ବବିଦ୍ୟାଳୟ ରାସ୍ତା ନିକଟରେ ବେଆଇନ୍ ବାଲି ବୋଝେଇ ୭ ଟିପର୍‌କୁ ମାଡ଼ି ବସିଲା ଖଣି ବିଭାଗର ଟିମ୍,ସୁନାବେଡା ଥାରେ ଅଟକ ଗାଡି

Pottangi, Koraput | Aug 23, 2025
ବେଆଇନ୍ ଭାବେ ବାଲି ଚାଲାଣ କରୁଥିଲେ, ମାଡ଼ି ବସିଲା ଖଣି ବିଭାଗର ଟିମ୍ । ୭ଟି ଟିପର୍‌କୁ ବେଆଇନ ଭାବେ ରୋୟାଲଟି ନ ବାନ୍ଧିବା ସହ ବାଲି ଉପରେ ଜରି ନ ପକାଇ ଚୋରା ଚାଲଣ କରାଯାଉଥିବା ଅଭିଯୋଗ ହୋଇଛି। । ସୁନାବେଡ଼ା ଥାନାରେ ଟିପର୍‌ ଡ୍ରାଇଭରକୁ ଅଟକ ରଖାଯାଇଥିବା ବେଳେ ୭ଟି ଟିପର୍‌କୁ ୨୭ ଲକ୍ଷ ଟଙ୍କା ଖଣି ବିଭାଗ ଫାଇନ କାଟିଥିବା ଶନିବାର ସଂଧ୍ଯା ୬ଟା ସମୟରେ ସୂଚନା। ବେଆଇନ ଭାବେ ବୋରିଗୁମା ଅଞ୍ଚଳରୁ ଚାଲାଣ ହେଉଥିବା ସୂଚନା। କେନ୍ଦ୍ରୟ ବିଶ୍ବ ବିଦ୍ୟାଳୟ ନିକଟ ରାସ୍ତାରେ ସବୁ ଟିପରକୁ ଧରିଥିଲା ଖଣି ବିଭାଗର ଟିମ୍ ।
Read More News
T & CPrivacy PolicyContact Us