Download Now Banner

This browser does not support the video element.

ସୋନପୁର: ମେଣ୍ଡାମାଲ ଗାଁରେ ହତ୍ୟାକାଣ୍ଡ ଘଟଣା ର ତଦନ୍ତ କଲା ସାଇନ୍ତିଫିକ ଟିମ୍ ଏବଂ ଡକ ସ୍କ୍ୱାଡ

Sonapur, Subarnapur (Sonepur) | Aug 30, 2025
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଥାନା ଅନ୍ତର୍ଗତ ମେଣ୍ଡାମାଲ ଗାଁରେ ହତ୍ୟାକାଣ୍ଡ ଘଟଣା ର ତଦନ୍ତ କଲା ସାଇନ୍ତିଫିକ ଏବଂ ଡକ ସ୍କ୍ୱାର୍ଡ l ସୁଚନା।ଅନୁସାରେ ଗତକାଲି ରାତିରେ ମେଣ୍ଡା ମାଲ ଗ୍ରାମରେ ଏକ।ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା l ଏଥିରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିଲେ l ତେବେ ଆଜି ଅପର୍ହ୍ନ 2ଟା ରେ ଡକ।ସ୍କ୍ୱାର୍ଡ ଏବଂ ସାଇନ୍ତିଫିକ ଟିମ୍ ପହଞ୍ଚି ଘଟଣା ସ୍ଥଳରେ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ତଦନ୍ତ କରିଥିବା ଜଣାପଡିଛି l ଏପରିକି ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରାଯାଇଥିବା ଏସଡିପିଆଇଓ ହେମନ୍ତ ରାଓ ସୂଚନା ଦେଇଛନ
Read More News
T & CPrivacy PolicyContact Us